Indore couple missing case: Wife hired hitmen to kill husband!।। ‘ସୋନମ ବେୱାଫା ଥି, ହେ, ଅର ରହେଗି’: ସୁପାରୀ ଦେଲା ସୋନାମ,ରାଜାଙ୍କୁ ମାରିଲା ‘ରାଜା’?

ଇନ୍ଦୌରରୁ ମେଘାଳୟ ହନିମୁନ୍‌ ପାଇଁ ଯାଇଥିବା ଦମ୍ପତି ରାଜା ରଘୁବଂଶୀ ଓ ସୋନମଙ୍କ କାହାଣୀ ଏବେ ସମ୍ପୂର୍ଣ୍ଣ ବଦଳି ଯାଇଛି। ରାଜା ରଘୁବଂଶୀଙ୍କ ମୃତଦେହ ମିଳିବା ପରେ ସୋନମଙ୍କୁ ତାଙ୍କ ହତ୍ୟା ଅଭିଯୋଗରେ ଗିରଫ କରାଯାଇଛି। ସୋମବାର ସକାଳେ ସୋନମ ଉତ୍ତରପ୍ରଦେଶର ଗାଜୀପୁରରେ ଆତ୍ମସମର୍ପଣ କରିଥିଲେ। ସୋନମଙ୍କ ସହ ଆଉ ତିନିଜଣଙ୍କୁ ମଧ୍ୟ ରାଜାଙ୍କ ହତ୍ୟା ମାମଲାରେ ଗିରଫ କରାଯାଇଛି। ପୁଲିସ୍‌ ଅନୁସାରେ, ସୋନମ ସୁପାରୀ ଦେଇ ନିଜ ସ୍ୱାମୀ ରାଜା ରଘୁବଂଶୀଙ୍କୁ ହତ୍ୟା କରିଥିଲେ। ମେଘାଳୟର … Continue reading Indore couple missing case: Wife hired hitmen to kill husband!।। ‘ସୋନମ ବେୱାଫା ଥି, ହେ, ଅର ରହେଗି’: ସୁପାରୀ ଦେଲା ସୋନାମ,ରାଜାଙ୍କୁ ମାରିଲା ‘ରାଜା’?