ଭାରତୀୟ ଡିଏନଏ କ’ଣ, ଯାହା କହିଛନ୍ତି ଇଣ୍ଡୋନେସିଆ ରାଷ୍ଚ୍ରପତି ସୁବିଆନ୍ତୋ
Indian DNA: ୭୬ତମ ସାଧାରଣତନ୍ତ୍ର ଦିବସରେ ଭାରତ ଆସିଥିବା ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋଭୋ ସୁବିଆନ୍ତୋ ଭାରତୀୟ ଡିଏନଏ ବିଷୟରେ ଉଲ୍ଲେଖ କରିଛନ୍ତି। ଏହା କହି ସେ ଭାରତ-ଇଣ୍ଡୋନେସିଆର ଐତିହାସିକ ସମ୍ପର୍କ ପ୍ରତି ଦୃଷ୍ଟି ଆକର୍ଷଣ କରିଥିଲେ। ଭାରତର ଏହି ବୟାନ ସହ ଭାରତୀୟ ଡିଏନଏ ଚର୍ଚ୍ଚାକୁ ଆସିଛି। ଇଣ୍ଡୋନେସିଆ ରାଷ୍ଟ୍ରପତି ଭାରତୀୟ ଡିଏନଏ ବିଷୟରେ ଉଲ୍ଲେଖ କରିଥିଲେ ଭାରତ-ଇଣ୍ଡୋନେସିଆ ଐତିହାସିକ ସମ୍ପର୍କ ଉପରେ ଆଲୋକପାତ ଭାରତ-ଇଣ୍ଡୋନେସିଆ ସମ୍ପର୍କ ରାମାୟଣ କାଳରୁ ଆରମ୍ଭ ହୋଇଛି ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋଓ … Continue reading ଭାରତୀୟ ଡିଏନଏ କ’ଣ, ଯାହା କହିଛନ୍ତି ଇଣ୍ଡୋନେସିଆ ରାଷ୍ଚ୍ରପତି ସୁବିଆନ୍ତୋ
Copy and paste this URL into your WordPress site to embed
Copy and paste this code into your site to embed