India US Relations ।। ଜୟଶଙ୍କରଙ୍କ ଆଗରେ, ମୁଣ୍ଡ ନୁଆଁଇଲେ ଟ୍ରମ୍ପ
ଭାରତ–ଆମେରିକା ସମ୍ପର୍କକୁ ଆହୁରି ମଜବୁତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ରୂପେ ୱାଶିଂଟନ ଡିସିରେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକାର ଟ୍ରେଜେରୀ ସେକ୍ରେଟାରୀ ସ୍କଟ୍ ବେସେଣ୍ଟ ଓ ବୈଦେଶିକ ସଚିବ ମାର୍କୋ ରୁବିଓଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି । ଏହି ସାକ୍ଷାତକାର ଭାରତ ଓ ଆମେରିକା ମଧ୍ୟରେ ଏକ ବଡ଼ ବାଣିଜ୍ୟିକ ଚୁକ୍ତି ସାକାର ହେବାର ଠିକ୍ ପରବର୍ତ୍ତୀ ଦିନରେ ହୋଇଥିବାରୁ ଏହାକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଦେଖାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର … Continue reading India US Relations ।। ଜୟଶଙ୍କରଙ୍କ ଆଗରେ, ମୁଣ୍ଡ ନୁଆଁଇଲେ ଟ୍ରମ୍ପ
Copy and paste this URL into your WordPress site to embed
Copy and paste this code into your site to embed