ଭାରତର ଏହି ପଡୋଶୀ ଦେଶରେ ହିନ୍ଦୁଙ୍କ ପୂଜା ଉପରେ ରହିଛି ପ୍ରତିବନ୍ଧକ,ପୂଜା କରି ଧରା ପଡ଼ିଲେ ଯିବାକୁ ପଡେ ଜେଲ୍ !

Maldives where temple is not allowed: ନା ପାକିସ୍ତାନ ନା ବାଂଲାଦେଶ, ଏହା ହେଉଛି ମାଳଦ୍ୱୀପ, ଯିଏକି ଶତ ପ୍ରତିଶତ ମୁସଲମାନ ଦେଶ, କୌଣସି ମନ୍ଦିର ନାହିଁ ଏବଂ ଗୋଟିଏ ବି ନିର୍ମାଣ ହୋଇପାରିବ ନାହିଁ। ଯେଉଁ ହିନ୍ଦୁମାନେ କାମ ପାଇଁ ସେଠାକୁ ଯାଇଛନ୍ତି ସେମାନେ ନିଜ ଘରେ ଚୁପ୍‍ଚାପ୍ ପୂଜା କରିପାରିବେ, ଯାହା ବିଷୟରେ କେହି ଜାଣିପାରିବେ ନାହିଁ। ବିଶ୍ୱର ବିଭିନ୍ନ ଦେଶରେ ହିନ୍ଦୁ ମନ୍ଦିର ନିର୍ମାଣ ହେଉଛି। ଏପରିକି ଅନେକ ମୁସଲମାନ ଦେଶରେ … Continue reading ଭାରତର ଏହି ପଡୋଶୀ ଦେଶରେ ହିନ୍ଦୁଙ୍କ ପୂଜା ଉପରେ ରହିଛି ପ୍ରତିବନ୍ଧକ,ପୂଜା କରି ଧରା ପଡ଼ିଲେ ଯିବାକୁ ପଡେ ଜେଲ୍ !