୨୦୨୫ରେ ଭାରତର ନିରାପତ୍ତା ପରିବେଶ

        ଭାସ୍କର ପରିଚ୍ଛା ଭାରତ ପାଇଁ ଏହାର ପଡ଼ୋଶୀ ଦେଶଗୁଡ଼ିକ ପକ୍ଷରୁ କେତେ ବିପଦ ରହିଛି? ଏହି ଲେଖାରେ ତାହାର ଏକ ତଟକା  ଆକଳନ କରାଯାଇଛି। ୨୦୨୫ରେ ଭାରତର ନିରାପତ୍ତା ପରିବେଶ ଅତ୍ୟନ୍ତ ଜଟିଳ ହୋଇ ପଡ଼ିଛି ଏଥିରେ ଦ୍ଵିମତ ନାହିଁ। ଦୈନନ୍ଦିନ ବଦଳୁଥିବା ବିଶ୍ଵ ପରିବେଶ, ଉପମହାଦେଶରେ ଉତ୍ତେଜନା ଏବଂ ପଡ଼ୋଶୀ ଦେଶମାନଙ୍କ ସହିତ ଚାଲି ଆସିଥିବା ସୀମା ସମସ୍ୟା ଦ୍ୱାରା ଏହି ବିପଦ ବୃଦ୍ଧି ପାଇବାରେ ଲାଗିଛି। ପହଲଗାମ ଆତଙ୍କୀ … Continue reading ୨୦୨୫ରେ ଭାରତର ନିରାପତ୍ତା ପରିବେଶ