ଗତ ସପ୍ତାହର ଦୁଇଟି ରାଜନୈତିକ ଦୃଶ୍ୟପଟ୍ଟର ପ୍ରଭାବ ଜାତୀୟ ସ୍ତରରେ ନିଶ୍ଚୟ ଅନୁଭୂତ ହେବ। ଗୋଟିଏ ହେଲା ରାଜଧାନୀ ଦିଲ୍ଲୀରେ କ୍ଷମତା ପରିବର୍ତ୍ତନ ଓ ଅନ୍ୟଟି ମଣିପୁର ମୁଖ୍ୟମନ୍ତ୍ରୀ ବୀରେନ୍ ସିଂହଙ୍କ ଇସ୍ତଫା। ଜାତିଗତ ଦଙ୍ଗାରୁ ସୃଷ୍ଟ ଅଘଟଣ ଓ ନରସଂହାର ସତ୍ତ୍ୱେ ମଣିପୁରରେ ନେତୃତ୍ୱ ପରିବର୍ତ୍ତନ ଦାବିକୁ କେନ୍ଦ୍ର ସରକାର ଦୁଇବର୍ଷ ଧରି ଏଡ଼ାଇ ଆସିଥିଲେ। ଏଥିନେଇ ସୃଷ୍ଟି ହୋଇଥିବା ପ୍ରତିକୂଳ ଜନମତ ଏବଂ ଦେଶର ବୁଦ୍ଧିଜୀବୀଙ୍କ ପ୍ରବଳ ଚାପର କୌଣସି ପ୍ରଭାବ ପଡ଼ି ନ … Continue reading ବଦଳୁଛି ଭାରତର ରାଜନୈତିକ ଦୃଶ୍ୟପଟ
Copy and paste this URL into your WordPress site to embed
Copy and paste this code into your site to embed