ଭାରତର ନୂଆ ରକେଟ୍ ‘ସୂର୍ଯ୍ୟାସ୍ତ୍ର’ ପାକିସ୍ତାନ ଏବଂ ଚୀନ ଛାନିଆ || India’s new rocket ‘Suryastra’ Pakistan and China in the shadows

ଦେଶର ସୁରକ୍ଷା ଏବଂ ପ୍ରତିରକ୍ଷା କ୍ଷେତ୍ରରୁ ଏହି ସମୟର ସବୁଠାରୁ ବଡ଼ ଏବଂ ଗର୍ବର ଖବର ସାମ୍ନାକୁ ଆସୁଛି। ଭାରତ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଦିଗରେ ଆଉ ଏକ ବଡ଼ ସଫଳତା ହାସଲ କରିଛି, ଯାହା ସାରାବିଶ୍ୱକୁ ଚମକାଇ ଦେଇଛି । ଭାରତ ନିଜର ସବୁଠାରୁ ଶକ୍ତିଶାଳୀ ଏବଂ ସ୍ୱଦେଶୀ ମଲ୍ଟି-ବ୍ୟାରେଲ୍ ରକେଟ୍ ପ୍ରଣାଳୀ ‘ସୂର୍ଯ୍ୟାସ୍ତ୍ର’ର ସଫଳ ପରୀକ୍ଷଣ କରିଛି। ଓଡ଼ିଶାର ଚାନ୍ଦିପୁର ପରୀକ୍ଷଣ କେନ୍ଦ୍ରରୁ ମେ ୨୫ ତାରିଖରେ ଏହାର ସଫଳ ପରୀକ୍ଷଣ କରାଯାଇଛି, … Continue reading ଭାରତର ନୂଆ ରକେଟ୍ ‘ସୂର୍ଯ୍ୟାସ୍ତ୍ର’ ପାକିସ୍ତାନ ଏବଂ ଚୀନ ଛାନିଆ || India’s new rocket ‘Suryastra’ Pakistan and China in the shadows