ଓଡ଼ିଆ ଯୁବକଙ୍କ ଦ୍ୱାରା ପ୍ରସ୍ତୁତ ଭାରତର ନୂଆ ‘କାଳ’ ଡ୍ରୋନ୍ || India’s new ‘Kaal’ drone developed by an Odia youth.

ଆଜିର ଖବରଟି ଆମ ଓଡ଼ିଶାବାସୀଙ୍କ ପାଇଁ ଆହୁରି ଅଧିକ ଗର୍ବର ବିଷୟ। କାରଣ ଏହି ଅତ୍ୟାଧୁନିକ ଡ୍ରୋନକୁ ଆମ ରାଜ୍ୟର, ବିଶେଷ କରି ଭଦ୍ରକ ଜିଲ୍ଲା ବାସୁଦେବପୁରର ଯୁବ ଉଦ୍ୟୋଗୀ ତଥା ସଫଳ ଡ୍ରୋଣ ନିର୍ମାଣକାରୀ ବୋଧିସତ୍ତ୍ୱ ସଂଘପ୍ରିୟଙ୍କ କମ୍ପାନୀ ‘ଆଇଜି ଡିଫେନ୍ସ’ (IG Defence) ପ୍ରସ୍ତୁତ କରିଛି। ଭାରତୀୟ ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା କମ୍ପାନୀ ‘ଆଇଜି ଡିଫେନ୍ସ’ ଦ୍ୱାରା ନିର୍ମିତ ଦେଶର ପ୍ରଥମ ସ୍ୱଦେଶୀ ଲଙ୍ଗ୍-ରେଞ୍ଜ୍ ୱାନ୍-ୱେ ଆଟାକ୍ ଡ୍ରୋନ୍ ଅର୍ଥାତ୍ ‘କାଳ’ (KAL) ତାର ସଫଳ … Continue reading ଓଡ଼ିଆ ଯୁବକଙ୍କ ଦ୍ୱାରା ପ୍ରସ୍ତୁତ ଭାରତର ନୂଆ ‘କାଳ’ ଡ୍ରୋନ୍ || India’s new ‘Kaal’ drone developed by an Odia youth.