ଭାରତର ରହସ୍ୟମୟ ବ୍ରହ୍ମାସ୍ତ୍ର: କାଳୀ-୫୦୦୦ || India’s Mysterious Brahmastra: Kali-5000

ଆଜି ଆଲୋଚନା କରିବା ଏପରି ଏକ ଅଭେଦ୍ୟ ଏବଂ ରହସ୍ୟମୟ ପ୍ରତିରକ୍ଷା ପ୍ରଣାଳୀ ବିଷୟରେ, ଯାହା ଶୁଣିଲେ ଆପଣଙ୍କ ଗୋଡ଼ ତଳୁ ମାଟି ଖସିଯିବ। ଭାରତୀୟ ପ୍ରତିରକ୍ଷା କ୍ଷେତ୍ରରେ ଏମିତି କିଛି ଗୁପ୍ତ ଅସ୍ତ୍ରଶସ୍ତ୍ର ତିଆରି ହେଉଛି, ଯାହା ବିଶ୍ୱର ବଡ଼ ବଡ଼ ମହାଶକ୍ତିମାନଙ୍କର ନିଦ ହଜେଇ ଦେଇଛି। ଆଜି କଥା ହେବା “କାଳୀ-୫୦୦୦” ବା କାଳୀ ବିଷୟରେ। ଏହା କୌଣସି ସାଧାରଣ ବନ୍ଧୁକ ବା ମିସାଇଲ ନୁହେଁ, ବରଂ ଭାରତର ଆକାଶ ମାର୍ଗର ସବୁଠାରୁ ଶକ୍ତିଶାଳୀ … Continue reading ଭାରତର ରହସ୍ୟମୟ ବ୍ରହ୍ମାସ୍ତ୍ର: କାଳୀ-୫୦୦୦ || India’s Mysterious Brahmastra: Kali-5000