ଭାରତର କ୍ରିକେଟ୍ ପ୍ରେମ ଏବଂ ଓଡ଼ିଶାର ଅଲିମ୍ପିକ୍ ସ୍ୱପ୍ନ: ଏକ ନିରବ କ୍ରୀଡ଼ା ବିପ୍ଳବ || India’s love of cricket and Odisha’s Olympic dream: A silent sporting revolution

ସାରା ଭାରତ ଏବେ ଆଇପିଏଲର ଚମକଧମକ ଏବଂ କ୍ରିକେଟର ନିଶାରେ ମତୁଆଲା। କିନ୍ତୁ ଏହି ଉତ୍ସବ ମଝିରେ ଭାରତର ଏମିତି ଏକ ରାଜ୍ୟ ଅଛି, ଯିଏ ଚୁପଚାପ୍ ଅଲିମ୍ପିକ୍ସ ପାଇଁ ବିଶ୍ୱସ୍ତରୀୟ ଚାମ୍ପିଅନ୍ ପ୍ରସ୍ତୁତ କରିବାରେ ଲାଗିଛି। ସେହି ରାଜ୍ୟଟି ହେଉଛି ଆମ ଓଡ଼ିଶା। ଯେତେବେଳେ ଭାରତ ପ୍ୟାରିସ୍ ଅଲିମ୍ପିକ୍ସରେ ୧୧୭ ଜଣ ଆଥଲେଟ୍ ପଠାଇ ମାତ୍ର ୬ଟି ମେଡାଲ୍ ଜିତି ୭୧ ନମ୍ବର ସ୍ଥାନରେ ରହିଲା, ସେତେବେଳେ ଓଡ଼ିଶା ଏହି ଚିତ୍ରକୁ ବଦଳାଇବା ପାଇଁ ଅଣ୍ଟା … Continue reading ଭାରତର କ୍ରିକେଟ୍ ପ୍ରେମ ଏବଂ ଓଡ଼ିଶାର ଅଲିମ୍ପିକ୍ ସ୍ୱପ୍ନ: ଏକ ନିରବ କ୍ରୀଡ଼ା ବିପ୍ଳବ || India’s love of cricket and Odisha’s Olympic dream: A silent sporting revolution