ଭାରତର ସବୁଠାରୁ ଧନୀ ଯାତ୍ରୀବାହୀ ଟ୍ରେନ୍

India’s highest-earning trains ଶତାବ୍ଦୀ ଏକ୍ସପ୍ରେସ୍, ବନ୍ଦେ ଭାରତ କିମ୍ବା ତେଜସ୍ ନୁହେଁ, ବର୍ଷରେ ସର୍ବାଧିକ ଅର୍ଥ ଆୟ କରୁଛି ଏହି ଟ୍ରେନ। ଦିଲ୍ଲୀର ହଜରତ ନିଜାମୁଦ୍ଦିନରୁ କେଏସଆର ବେଙ୍ଗାଲୁରୁ ସିଟି ଜଙ୍କସନ ପର୍ଯ୍ୟନ୍ତ ଚାଲୁଥିବା କେଏସଆର ବେଙ୍ଗାଲୁରୁ ରାଜଧାନୀ ଏକ୍ସପ୍ରେସ ଭାରତୀୟ ରେଳବାଇ ପାଇଁ ୨୦୨୨/୨୩ ବର୍ଷରେ ୧,୭୬,୦୬,୬୬,୩୩୯ ଟଙ୍କା ଆୟ କରିଥିଲା । ଦେଶଣ ଅନ୍ୟ କୌଣସି ଟ୍ରେନ ଆୟରେ ଏହାର ନିକଟତର ମଧ୍ୟ ହୋଇ ପାରିନଥିଲେ। ବର୍ଷକୁ ଆୟ କରୁଛି ୧୭୬,୦୬,୬୬,୩୩୯ ଟଙ୍କା … Continue reading ଭାରତର ସବୁଠାରୁ ଧନୀ ଯାତ୍ରୀବାହୀ ଟ୍ରେନ୍