India’s ex-diplomat calls out American hypocrisy ।। ବିଳିବିଳାଉଛି ଆମେରିକା, ଗୁମର ଖୋଲିଲେ ଜେଏନ୍‍ୟୁ ଚାନ୍ସେଲର

ବିଶ୍ୱର ସବୁଠାରୁ ଧନୀ ଦେଶ ଆମେରିକା ଭାରତର ଉତ୍ପାଦ ଉପରେ ୫୦% ଟାରିଫ୍‍ ଲଗାଇ ଚାପଗ୍ରସ୍ତ କରିବାକୁ ଚାହିଁଥିଲେ ମଧ୍ୟ ଏହାର ପରିଣାମ ଓଲଟା ହୋଇଛି। ସେଥିଲାଗି ପୂର୍ବର ବାଣିଜ୍ୟ କାରବାରକୁ ଉଦାହରଣ ଦେଇ ତାହା ଏକପାଖିଆ ବୋଲି ଅଭିଯୋଗ କରିଛି। ଆମେରିକାର ରାଷ୍ଟ୍ରପତି ଦୁଇପାକ୍ଷିକ ଆଲୋଚନା ମାଧ୍ୟମରେ ସମାଧାନ ଖୋଜିବା ବଦଳରେ ଯେଉଁ ଏକ ପାଖିଆ ନିଷ୍ପତ୍ତି ନେଇଛନ୍ତି ତାହା ଦେଶର ବୁଦ୍ଧିଜୀବୀ ଓ ବିରୋଧୀ ଦଳର ରାଜନେତାଙ୍କୁ ସମାଲୋଚନା କରିବାକୁ ସୁଯୋଗ ଦେଇଛି। ଏପରିକି … Continue reading India’s ex-diplomat calls out American hypocrisy ।। ବିଳିବିଳାଉଛି ଆମେରିକା, ଗୁମର ଖୋଲିଲେ ଜେଏନ୍‍ୟୁ ଚାନ୍ସେଲର