ଭାରତର ଦାବି, ଫ୍ରଣ୍ଟଲାଇନ ଆଡ଼କୁ ବଢୁଛି ପାକିସ୍ତାନୀ ସେନା

ଭାରତ ପୁଣିଥରେ ସ୍ପଷ୍ଟ କରିଛି ଯେ ସେ ଯୁଦ୍ଧ ଚାହୁଁ ନାହିଁ, କିନ୍ତୁ ପାକିସ୍ତାନର ଉତ୍ତେଜନାମୂଳକ ଏବଂ ଉସକାଣମୂଳକ କାର୍ଯ୍ୟକଳାପ ହେତୁ କଡ଼ା ଜବାବ ଦିଆଯାଉଛି। ବୈଦେଶିକ ସଚିବ ବିକ୍ରମ ମିସ୍ରୀ ଭାରତୀୟ ସେନାର ଦୁଇ ଯୋଦ୍ଧା ସୋଫିଆ କ୍ୱିରେଶୀ ଏବଂ ବ୍ୟୋମିକା ସିଂହଙ୍କ ସହ ପୁଣିଥରେ ପ୍ରେସ୍‍କୁ ପାକିସ୍ତାନ ସହ ଚାଲିଥିବା ଲଢ଼େଇ ବିଷୟରେ ସୂଚନା ଦେଇଛନ୍ତି। ଏହି ସମୟରେ ମିସ୍ରୀ କହିଛନ୍ତି ଯେ ପାକିସ୍ତାନୀ ସେନା ପରିସ୍ଥିତିକୁ ଆହୁରି ଖରାପ କରିବା ପାଇଁ ଆକ୍ରମଣାତ୍ମକ … Continue reading ଭାରତର ଦାବି, ଫ୍ରଣ୍ଟଲାଇନ ଆଡ଼କୁ ବଢୁଛି ପାକିସ୍ତାନୀ ସେନା