ଦୁଇ ପଡ଼ୋଶୀ ଦେଶ, ଯାହାଙ୍କ ମଧ୍ୟରେ ଇତିହାସ, ଭାଷା ଏବଂ ସଂସ୍କୃତିର ଏକ ଗଭୀର ସମ୍ପର୍କ ରହିଛି। ପ୍ରାୟ ୪,୦୯୬ କିଲୋମିଟରର ଏହି ଲମ୍ବା ସୀମା କେବଳ ଏକ ଭୂଗୋଳିକ ରେଖା ନୁହେଁ, ବରଂ ଏହା ଦକ୍ଷିଣ ଏସିଆର ସବୁଠାରୁ ସମ୍ବେଦନଶୀଳ ରାଜନୈତିକ କ୍ଷେତ୍ର। କିନ୍ତୁ ଆଜି ସୀମାରେ ଯେଉଁ ଚିତ୍ର ଦେଖିବାକୁ ମିଳୁଛି, ତାହା ସାଧାରଣ ନୁହେଁ। ପଶ୍ଚିମବଙ୍ଗ ଏବଂ ଆସାମର ରାଜନୈତିକ ପରିବର୍ତ୍ତନ ପରେ ବାଂଲାଦେଶ ସୀମାରେ ଏବେ ‘ହାଇ ଆଲର୍ଟ’। କାହିଁକି ବାଂଲାଦେଶ … Continue reading ଭାରତର ସୀମାନ୍ତ ରାଜନୀତି ଓ ବାଂଲାଦେଶର ବଢୁଥିବା ଚିନ୍ତା || India’s border politics and Bangladesh’s growing concerns
Copy and paste this URL into your WordPress site to embed
Copy and paste this code into your site to embed