ଭାରତର ‘ବାହୁବଳୀ’ ମିସାଇଲ୍ ଅଗ୍ନି-୬; କାହିଁକି ବଢ଼ୁଛି ଚର୍ଚ୍ଚା? || India’s ‘Bahubali’ missile Agni-6; Why is there so much talk?

ଭାରତର କୌଶଳଗତ ପ୍ରତିରକ୍ଷା କ୍ଷମତାକୁ ଆହୁରି ଶକ୍ତିଶାଳୀ କରିପାରେ ବୋଲି ଚର୍ଚ୍ଚାରେ ରହିଛି ଅଗ୍ନି-୬ (Agni-VI) କ୍ଷେପଣାସ୍ତ୍ର ପ୍ରକଳ୍ପ। ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (DRDO) ଦ୍ୱାରା ବିକଶିତ ହେଉଥିବା ଏହି ମିସାଇଲ୍‌କୁ ଭାରତର ପରବର୍ତ୍ତୀ ପିଢ଼ିର ଆନ୍ତଃମହାଦେଶୀୟ ବାଲିଷ୍ଟିକ୍ ମିସାଇଲ୍ (ICBM) ଭାବେ ଦେଖାଯାଉଛି। ସାମରିକ ବିଶେଷଜ୍ଞଙ୍କ ମତରେ, ଅଗ୍ନି-୬ ଭାରତର ଦୀର୍ଘ ପାଲ୍ଲାର ପ୍ରତିରକ୍ଷା କ୍ଷମତାକୁ ନୂଆ ସ୍ତରକୁ ନେଇପାରେ। ବିଭିନ୍ନ ରିପୋର୍ଟ ଅନୁଯାୟୀ, ଏହି ମିସାଇଲ୍‌ର ରେଞ୍ଜ୍ ୧୦,୦୦୦ରୁ ୧୨,୦୦୦ କିଲୋମିଟର … Continue reading ଭାରତର ‘ବାହୁବଳୀ’ ମିସାଇଲ୍ ଅଗ୍ନି-୬; କାହିଁକି ବଢ଼ୁଛି ଚର୍ଚ୍ଚା? || India’s ‘Bahubali’ missile Agni-6; Why is there so much talk?