ଆରଆଇଆର୍‌ ପାଇଁ ପ୍ରୋତ୍ସାହନ ପ୍ୟାକେଜ୍‌କୁ ଓଡ଼ିଶାର ଅନୁମୋଦନ, ଭୁବନେଶ୍ୱରରେ ଦେଶର ପ୍ରଥମ ସିଲିକନ୍‌ କାର୍ବାଇଡ୍‌ ସେମିକଣ୍ଡକ୍ଟର କାରଖାନା

ଭୁବନେଶ୍ୱରରେ ଭାରତର ପ୍ରଥମ ସିଲିକନ୍‌ କାର୍ବାଇଡ୍‌ (ଏସ୍‌ଆଇସି) ସେମିକଣ୍ଡକ୍ଟର ଉତ୍ପାଦନ କାରଖାନା ପ୍ରତିଷ୍ଠା ପାଇଁ ଆରଆଇଆର ପାୱାର ଇଲେକ୍ଟ୍ରୋନିକ୍ସ ଲିମିଟେଡ୍‌ (ଆର୍‌ଆଇଆର) ପାଇଁ ଏକ କଷ୍ଟମାଇଜ୍‌ଡ୍‌ ପ୍ରୋତ୍ସାହନ ପ୍ୟାକେଜ୍‌କୁ ବୁଧବାର ଓଡ଼ିଶା କ୍ୟାବିନେଟ୍‌ ଅନୁମୋଦନ କରିଛି। ପ୍ରକଳ୍ପର ମୋଟ ବିନିଯୋଗ ଖର୍ଚ୍ଚ ପ୍ରାୟ ୬୧୮.୬୦ କୋଟି ଟଙ୍କା ଏବଂ ଏହା ଦୁଇବର୍ଷ ମଧ୍ୟରେ କାର୍ଯ୍ୟକାରୀ ହେବ। ଦେଶରେ ପ୍ରଥମ ଥର ପାଇଁ ଆର୍‌ଆଇଆର ଓଡ଼ିଶାରେ ପୁଞ୍ଜି ବିନିଯୋଗ କରିବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ୨୦୨୪ ସେପ୍ଟେମ୍ବର ୭ … Continue reading ଆରଆଇଆର୍‌ ପାଇଁ ପ୍ରୋତ୍ସାହନ ପ୍ୟାକେଜ୍‌କୁ ଓଡ଼ିଶାର ଅନୁମୋଦନ, ଭୁବନେଶ୍ୱରରେ ଦେଶର ପ୍ରଥମ ସିଲିକନ୍‌ କାର୍ବାଇଡ୍‌ ସେମିକଣ୍ଡକ୍ଟର କାରଖାନା