Indians lost Rs 580 crore to digital payment frauds in last 5 yrs ।। ୫ ବର୍ଷରେ ଡିଜିଟାଲ ଠକେଇରେ ଭାରତୀୟ ହରାଇଛନ୍ତି ୫୮୦ କୋଟି ଟଙ୍କା

ସରକାର ସଂସଦକୁ କହିଛନ୍ତି ଯେ ଗତ ପାଞ୍ଚ ବର୍ଷ ମଧ୍ୟରେ ଡିଜିଟାଲ ପେମେଣ୍ଟ ଠକେଇ ଯୋଗୁଁ ଭାରତୀୟମାନେ ୫୮୦ କୋଟି ଟଙ୍କା ହରାଇଛନ୍ତି, ଯାହାର ୬୭ ପ୍ରତିଶତ ମାମଲା କେବଳ ଗତ ଦୁଇ ବର୍ଷ ମଧ୍ୟରେ ରିପୋର୍ଟ ହୋଇଛି। ସୋମବାର ଲୋକସଭାରେ କଂଗ୍ରେସ ସାଂସଦ ଆଣ୍ଟୋ ଆଣ୍ଟୋନି ଏବଂ ବିଜେପି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ, ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ସୂଚନା ଦେଇଛନ୍ତି ଯେ, ଗତ ପାଞ୍ଚ ବର୍ଷ ମଧ୍ୟରେ ୬.୫ … Continue reading Indians lost Rs 580 crore to digital payment frauds in last 5 yrs ।। ୫ ବର୍ଷରେ ଡିଜିଟାଲ ଠକେଇରେ ଭାରତୀୟ ହରାଇଛନ୍ତି ୫୮୦ କୋଟି ଟଙ୍କା