Indians in space।। ମହାକାଶରେ ଭାରତୀୟ
ଚାଳିଶ ବର୍ଷ ପୂର୍ବେ ଭାରତ ଏକ ସୋଭିଏତ୍ ମହାକାଶ ଯାନରେ ରାକେଶ ଶର୍ମାଙ୍କୁ ମହାକାଶକୁ ପ୍ରେରଣ କରି ଯେଉଁ ଛୋଟ ପଦକ୍ଷେପଟିଏ ନେଇଥିଲା, ତାହା ଆଜି ଏକ ବଡ଼ ପଦକ୍ଷେପରେ ପରିଣତ ହୋଇଛି; ଆକ୍ସିଅମ୍-୪ ମିଶନ୍ ସଫଳତାର ସହିତ ଆନ୍ତର୍ଜାତିକ ମହାକାଶ କେନ୍ଦ୍ର (ଆଇଏସ୍ଏସ୍)ରେ ପହଞ୍ଚି ପାରିଛି ଏବଂ ଭାରତୀୟ ବାୟୁ ସେନାର ଗ୍ରୁପ୍ କ୍ୟାପ୍ଟେନ୍ ଶୁଭ୍ରାଂଶୁ ଶୁକ୍ଳା ଆଇଏସ୍ଏସ୍ରେ ଅବତରଣ କରିବାରେ ପ୍ରଥମ ଭାରତୀୟ ହୋଇ ଇତିହାସ ରଚନା କରିଛନ୍ତି। ସୂଚାଇ ଦିଆଯାଇପାରେ କି, ଆଇଏସ୍ଏସ୍ … Continue reading Indians in space।। ମହାକାଶରେ ଭାରତୀୟ
Copy and paste this URL into your WordPress site to embed
Copy and paste this code into your site to embed