ଫେବୃଆରୀ ୨୦ ପୂର୍ବରୁ ଡେଲିଭରି କରାଇବା ପାଇଁ ଆମେରିକା ହସପିଟାଲରେ ଭାରତୀୟ ମହିଳାଙ୍କ ଲାଇନ୍

ଆମେରିକାର ନୂଆ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପଦ ଗ୍ରହଣ କରିବା ପରେ ଜନ୍ମ ଆଧାରରେ ପିଲାଙ୍କୁ ମିଳୁଥିବା ନାଗରିକତା ପ୍ରଦାନକୁ ବନ୍ଦ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । ଟ୍ରମ୍ପଙ୍କ ଆଦେଶ ଲାଗୁ ହେବା ପାଇଁ ୩୦ ଦିନ ସମୟ ଦିଆଯାଇଛି । ଏହି ଆଦେଶ ଲାଗୁ ହେବା ପରେ ଆମେରିକାରେ ଅବୈଧ ପ୍ରବାସୀ କିମ୍ବା ଭିସାରେ ରହୁଥିବା ଲୋକଙ୍କ ପିଲାକୁ ଆମେରିକାର ନାଗରିକତା ମିଳିବ ନାହିଁ । ଆଉ ଏହି ଘୋଷଣା ଲାଗୁ ହେବା ପୂର୍ବରୁ … Continue reading ଫେବୃଆରୀ ୨୦ ପୂର୍ବରୁ ଡେଲିଭରି କରାଇବା ପାଇଁ ଆମେରିକା ହସପିଟାଲରେ ଭାରତୀୟ ମହିଳାଙ୍କ ଲାଇନ୍