ଭାରତରେ ଏବେ ଯୁବକମାନେ କଫି ପରିବର୍ତ୍ତେ କନସର୍ଟ ଡେଟ୍ କୁ ଯିବାକୁ କାହିଁକି ପସନ୍ଦ କରୁଛନ୍ତି?

Concert Dates: ଭାରତରେ ଡେଟିଂ ଆଉ କେବଳ ସ୍ୱାଇପ୍ କରିବାରେ ସୀମିତ ରହିନି। ଜେନ୍-ଜିର ଏହି ନୂତନ ଯୁଗରେ ରୋମାନ୍ସର ଫର୍ମୁଲା ସଙ୍ଗୀତ, ଭାଇବ୍ସ ଏବଂ ବାସ୍ତବ ଦୁନିଆର ସଂଯୋଗର ମିଶ୍ରଣ ପାଲଟିଛି। ଏକ ଡେଟିଂ ଆପ୍ ଦ୍ୱାରା କରାଯାଇଥିବା ସର୍ଭେରୁ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ସର୍ଭେ ଅନୁଯାୟୀ, ୭୪ ପ୍ରତିଶତ ଭାରତୀୟ ସିଙ୍ଗଲ୍ ଏବେ କନ୍ସର୍ଟକୁ ନିଜର ସ୍ୱପ୍ନର ଡେଟ୍ ଭାବେ ବିବେଚନା କରୁଥିବା ବେଳେ ୬୭ ପ୍ରତିଶତ କହିଛନ୍ତି ଯେ ଲାଇଭ୍ ମ୍ୟୁଜିକ୍ … Continue reading ଭାରତରେ ଏବେ ଯୁବକମାନେ କଫି ପରିବର୍ତ୍ତେ କନସର୍ଟ ଡେଟ୍ କୁ ଯିବାକୁ କାହିଁକି ପସନ୍ଦ କରୁଛନ୍ତି?