ଟ୍ରେନରେ ଆଉ ମିଳିବନି ଅପରିଷ୍କାର କମ୍ବଳ, ଜାଣନ୍ତୁ କେମିତି ସଫା କରିବେ

Indian railway: ସ୍ୱଚ୍ଛତା ଦିଗରେ ରେଳ ମନ୍ତ୍ରାଳୟ ଏକ ବଡ଼ ପଦକ୍ଷେପ ନେଇଛି। ଏବେ ଟ୍ରେନର ଏସି କୋଚରେ ବ୍ୟବହୃତ କମ୍ବଳକୁ ଏକ ମାସ ପରିବର୍ତ୍ତେ ୧୫ ଦିନରେ ଧୋଇ ଦିଆଯିବ। ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଏହା ଅଧୀନରେ ଏବେ ଟ୍ରେନର ଏସି କୋଚରେ ବ୍ୟବହୃତ ବେଡ୍ ସିଟ୍ ଏବଂ ତକିଆ କଭର ସଫା କରିବା ଉପରେ ବିଶେଷ ଧ୍ୟାନ ଦିଆଯିବ। ଏହାବ୍ୟତୀତ ମାସକୁ ଥରେ ପରିବର୍ତ୍ତେ … Continue reading ଟ୍ରେନରେ ଆଉ ମିଳିବନି ଅପରିଷ୍କାର କମ୍ବଳ, ଜାଣନ୍ତୁ କେମିତି ସଫା କରିବେ