Indian Rafale was a success during Operation Indus, but France defeated it ।। ଅପରେସନ ସିନ୍ଦୁର କାଳରେ ଖସି ଥିଲା ଭାରତୀୟ ରାଫେଲ,ମୋହର ମାରିଲା ଫ୍ରାନ୍ସ 

ଅପରେସନ ସିନ୍ଦୁର ଆରମ୍ଭ ହେବା ପରଠାରୁ ରାଫେଲ ଯୁଦ୍ଧବିମାନ ନିରନ୍ତର ଚର୍ଚ୍ଚାରେ ରହିଛି। ୬-୭ ମଇ ରାତିରେ ଭାରତ ପାକିସ୍ତାନ ବିରୁଦ୍ଧରେ ଅପରେସନ ସିନ୍ଦୁର ଆରମ୍ଭ କରିଥିଲା । ତା’ପରଠାରୁ ପାକିସ୍ତାନ ଦାବି କରୁଛି ଯେ ସେ ଭାରତର ଅତି କମରେ ତିନୋଟି ରାଫେଲ ଯୁଦ୍ଧବିମାନକୁ ମାରି ଖସାଇଛି । ଯଦିଓ ଭାରତୀୟ ବାୟୁସେନାର ଅଧିକାରୀମାନେ ଏହା ସ୍ୱୀକାର କରିଛନ୍ତି ଯେ କିଛି ବିମାନ ଖସିଛି, କିନ୍ତୁ ଏ ପର୍ଯ୍ୟନ୍ତ କେତେ ବିମାନ ଖସିଛି ଓ ଖସିଥିବା … Continue reading Indian Rafale was a success during Operation Indus, but France defeated it ।। ଅପରେସନ ସିନ୍ଦୁର କାଳରେ ଖସି ଥିଲା ଭାରତୀୟ ରାଫେଲ,ମୋହର ମାରିଲା ଫ୍ରାନ୍ସ