ଶତ୍ରୁ ଉପରେ ନଜର ରଖିବାକୁ ଆରମ୍ଭ ହେଲା ୧୫,୦୦୦ କୋଟି ଟଙ୍କାର ଭାରତୀୟ ପ୍ରୋଜେକ୍ଟ ‘ଷ୍ଟ୍ରାଟୋସ୍ଫେରିକ୍ ଏୟାରସିପ୍’ || Indian project ‘Stratospheric Airship’ worth Rs 15,000 crores begins to keep an eye on the enemy

ସୀମାନ୍ତ ସୁରକ୍ଷା ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଭାରତୀୟ ସେନା ଏକ ବଡ଼ କ୍ରାନ୍ତିକାରୀ ପଦକ୍ଷେପ ଗ୍ରହଣ କରିଛି। ଚୀନ୍ ଓ ପାକିସ୍ତାନ ଭଳି ପ୍ରତିଦ୍ୱନ୍ଦ୍ୱୀ ଦେଶଗୁଡ଼ିକର ଗତିବିଧି ଏବଂ ସୀମାରେ ସନ୍ଦେହଜନକ କାର୍ଯ୍ୟକଳାପ ଉପରେ ତୀକ୍ଷଣ ନଜର ରଖିବା ପାଇଁ ଭାରତ ସରକାର ଏକ ବୃହତ ପ୍ରୋଜେକ୍ଟର ଶୁଭାରମ୍ଭ କରିଛନ୍ତି। ଏହି ମହତ୍ତ୍ୱାକାଂକ୍ଷୀ ପ୍ରକଳ୍ପର ନାମ ହେଉଛି ‘ଏୟାରସିପ୍-ବେସଡ୍ ହାଇ ଅଲ୍ଟିଚ୍ୟୁଡ୍ ସୁଡୋ ସାଟେଲାଇଟ୍’। ପ୍ରାୟ ୧୫,୦୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା … Continue reading ଶତ୍ରୁ ଉପରେ ନଜର ରଖିବାକୁ ଆରମ୍ଭ ହେଲା ୧୫,୦୦୦ କୋଟି ଟଙ୍କାର ଭାରତୀୟ ପ୍ରୋଜେକ୍ଟ ‘ଷ୍ଟ୍ରାଟୋସ୍ଫେରିକ୍ ଏୟାରସିପ୍’ || Indian project ‘Stratospheric Airship’ worth Rs 15,000 crores begins to keep an eye on the enemy