Indian priests are dying in silent desperation ।। ୫ ବର୍ଷ ମଧ୍ୟରେ ୧୩ ଜଣ ପାଦ୍ରୀ ଆତ୍ମହତ୍ୟା, କାହିଁକି ସେମାନଙ୍କୁ ଏହା କରିବାକୁ ବାଧ୍ୟ କରାଯାଉଛି?

ଗତ କିଛି ବର୍ଷ ମଧ୍ୟରେ, ଭାରତରେ କ୍ୟାଥୋଲିକ ପାଦ୍ରୀଙ୍କ ଆତ୍ମହତ୍ୟା ଘଟଣା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ତ୍ମହତ୍ୟା ପଛରେ ଅତ୍ୟଧିକ କାର୍ଯ୍ୟଭାର ଏବଂ ସାମାଜିକ ଚାପ ବୋଲି କୁହାଯାଉଛି। ଗତ ୫ ବର୍ଷ ମଧ୍ୟରେ ୧୩ ଜଣ ପାଦ୍ରୀ ଆତ୍ମହତ୍ୟା କରିଛନ୍ତି। ସାରା ଦେଶରେ ହଜାର ହଜାର ଚର୍ଚ୍ଚ ଅଛି। ପାଦ୍ରୀଙ୍କ ସଂଖ୍ୟା ମଧ୍ୟ ବହୁତ ଅଧିକ। ସେମାନଙ୍କର କାମ ହେଉଛି ଚର୍ଚ୍ଚର ଯତ୍ନ ନେବା ସହିତ ଧାର୍ମିକ ରୀତିନୀତି ପାଳନ କରିବା। ଏହା ସହିତ, … Continue reading Indian priests are dying in silent desperation ।। ୫ ବର୍ଷ ମଧ୍ୟରେ ୧୩ ଜଣ ପାଦ୍ରୀ ଆତ୍ମହତ୍ୟା, କାହିଁକି ସେମାନଙ୍କୁ ଏହା କରିବାକୁ ବାଧ୍ୟ କରାଯାଉଛି?