ଖୁବଶୀଘ୍ର ପୃଥିବୀକୁ ଫେରିବେ ସୁନିତା ୱିଲିୟମ୍ସ, ୮ ମାସ ଧରି ସ୍ପେସ୍ ଷ୍ଟେସନରେ ଫସିଛନ୍ତି
ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହାକାଶଚାରୀ ସୁନିତା ୱିଲିୟମ୍ସ ଖୁବ୍ ଶୀଘ୍ର ପୃଥିବୀ ପୃଷ୍ଠକୁ ଫେରିବେ । ଆମେରିକୀୟ ସ୍ପେସ୍ ଏଜେନ୍ସି ‘ନାସା’ ଏହି ସୂଚନା ଦେଇଛି । ସୁନିତା ୱିଲିୟମ୍ସ ଓ ବୁଚ୍ ୱିଲମୋର ଗତବର୍ଷ ଜୁନରୁ ବୋଇଂ ଷ୍ଟାରଲାଇନରରେ ଯାନ୍ତ୍ରିକ ସମସ୍ୟା ଯୋଗୁ ମହାକାଶରେ ଫସି ରହିଛନ୍ତି । ମଙ୍ଗଳବାର ନାସା କହିଛି ଯେ ମାର୍ଚ୍ଚ ମଧ୍ୟଭାଗରେ ସେମାନଙ୍କୁ ଫେରାଇ ଅଣାଯିବ । ଉଭୟ ମହାକାଶଚାରୀ ଗତ ୮ ମାସ ଧରି ମହାକାଶ ଷ୍ଟେସନରେ ଫସି … Continue reading ଖୁବଶୀଘ୍ର ପୃଥିବୀକୁ ଫେରିବେ ସୁନିତା ୱିଲିୟମ୍ସ, ୮ ମାସ ଧରି ସ୍ପେସ୍ ଷ୍ଟେସନରେ ଫସିଛନ୍ତି
Copy and paste this URL into your WordPress site to embed
Copy and paste this code into your site to embed