Indian news channels attacked faster than Rafale from Pakistan to Iran! ।। ପାକିସ୍ତାନଠାରୁ ଇରାନ ପର୍ଯ୍ୟନ୍ତ ରାଫେଲଠୁ ଅଧିକ ଦ୍ରୁତ ଆକ୍ରମଣ କଲେ ଭାରତୀୟ ନ୍ୟୁଜ ଚ୍ୟାନେଲ!

ଅପରେସନ୍ ସିନ୍ଦୂର ଏବଂ ଅପରେସନ୍ ମିଡନାଇଟ୍ ହାମର ମଧ୍ୟରେ ସମୟ ବ୍ୟବଧାନ ୪୭ ଦିନ ଥିଲା। ତଥାପି, ଭାରତର ସାହସୀ ଟେଲିଭିଜନ ନ୍ୟୁଜ୍ ଆଙ୍କର ଏବଂ ରିପୋର୍ଟରମାନଙ୍କୁ ଗୋଟିଏରୁ ଅନ୍ୟ ଏକ ସ୍ଥାନକୁ ଯିବା ପାଇଁ ମାତ୍ର କିଛି ସେକେଣ୍ଡ ଲାଗିଥିଲା। ଗୋଟିଏ ମୁହୂର୍ତ୍ତରେ, ସେମାନେ ଭାରତ ଦ୍ୱାରା ଡ୍ରୋନ୍ ଆଉ ମିସାଇଲ ମାଡରେ ଆଲୋକିତ ହୋଇଥିବା ପାକିସ୍ତାନର ରାତିର ଆକାଶକୁ ଇଙ୍ଗିତକରିଥିଲେ ତ ପୁଣି ପରବର୍ତ୍ତୀ ମୁହୂର୍ତ୍ତରେ ସେମାନେ ଇରାନର ଫୋର୍ଡୋ ଉପର ଆକାଶକୁ ବ୍ୟାଖ୍ୟା … Continue reading Indian news channels attacked faster than Rafale from Pakistan to Iran! ।। ପାକିସ୍ତାନଠାରୁ ଇରାନ ପର୍ଯ୍ୟନ୍ତ ରାଫେଲଠୁ ଅଧିକ ଦ୍ରୁତ ଆକ୍ରମଣ କଲେ ଭାରତୀୟ ନ୍ୟୁଜ ଚ୍ୟାନେଲ!