Indian Navy will commission the advanced stealth frigates Udaygiri and Himgiri ।। ଅଜିଠୁ ସମୁଦ୍ରରେ ଜାଗ୍ରତ ପ୍ରହରୀ ହେବେ ଯୁଦ୍ଧଜାହାଜ ଉଦୟଗିରି ଏବଂ ହିମଗିରି

ଭାରତୀୟ ମହାସାଗରର ଦେଶର ରକ୍ଷକ ଭାବରେ ପରିଚିତ ଭାରତୀୟ ନୌସେନାର ଶକ୍ତି ବହୁ ପରିମାଣରେ ବୃଦ୍ଧି ପାଇବାକୁ ଯାଉଛି। ଆଜି ଜଳାବତରଣ କରିଛି ଯୁଦ୍ଧଜାହାଜ ଆଇଏନଏସ ଉଦୟଗିରି ଏବଂ ହିମଗିରି। ଏହା ଆଜିଠାରୁ ବିଶାଖାପାଟଣାରେ ନିୟୋଜିତ କରାଯିବ। ଏହି ଦୁଇଟି ଫ୍ରିଗେଟ୍ ଭାରତୀୟ ନୌସେନାର ପ୍ରୋଜେକ୍ଟ ୧୭-ଏର ଅଂଶ। ପ୍ରୋଜେକ୍ଟ ୧୭-ଏ ଅଧୀନରେ ମୋଟ ୭ଟି ଗାଇଡେଡ୍ ମିସାଇଲ୍ ଫ୍ରିଗେଟ୍ ନିର୍ମାଣ କରାଯାଉଛି। ଏହି ଜାହାଜଗୁଡ଼ିକ ବ୍ରହ୍ମୋସ ଏବଂ ବରାକ ଭଳି ଶକ୍ତିଶାଳୀ କ୍ଷେପଣାସ୍ତ୍ର ସହିତ ସୁସଜ୍ଜିତ। … Continue reading Indian Navy will commission the advanced stealth frigates Udaygiri and Himgiri ।। ଅଜିଠୁ ସମୁଦ୍ରରେ ଜାଗ୍ରତ ପ୍ରହରୀ ହେବେ ଯୁଦ୍ଧଜାହାଜ ଉଦୟଗିରି ଏବଂ ହିମଗିରି