ଆରବ ସାଗରେ ଭାରତୀୟ ନୌସେନାର ନୂଆ ବାହୁବଳୀ,ପାକିସ୍ତାନକୁ ଦେଖାଇବ ଔକାତ

Carrier Battle Group: ଭାରତୀୟ ନୌସେନା ୨ଟି କ୍ୟାରିୟର ବ୍ୟାଟେଲ ଗ୍ରୁପ୍, ଆଇଏନ୍ଏସ୍ ବିକ୍ରାନ୍ତ ଓ ଆଇଏନ୍ଏସ୍ ବିକ୍ରମାଦିତ୍ୟ ପରିଚାଳନା କରୁଛି। ୭୦ ବର୍ଷ ପରେ ମଧ୍ୟ ପାକିସ୍ତାନ ଯୁଦ୍ଧ ଜାହାଜ ସଂଖ୍ୟା ୫୦କୁ ଅତିକ୍ରମ କରିପାରିନାହିଁ। ସବୁ ପାଣିପାଗ ବନ୍ଧୁ ଚୀନ୍ ତାଙ୍କୁ ସାହାଯ୍ୟ କରୁଛି। ଆରବ ସାଗରକୁ ବିଶ୍ୱର ଜୀବନରେଖା କୁହାଯାଏ। ଏଠାରେ ଭାରତୀୟ ନୌସେନା ଚୀନ୍ ଓ ପାକିସ୍ତାନର ମେଣ୍ଟ ଭାଙ୍ଗିବା ପାଇଁ ପୂରା ପ୍ରସ୍ତୁତି କରିଛି। ଆରବ ସାଗରରେ ପାକିସ୍ତାନ ମାତ୍ର … Continue reading ଆରବ ସାଗରେ ଭାରତୀୟ ନୌସେନାର ନୂଆ ବାହୁବଳୀ,ପାକିସ୍ତାନକୁ ଦେଖାଇବ ଔକାତ