Indian gold household wealth is 6 times bigger than pakistani economy।। ଭାରତୀୟ ଘରଣୀଙ୍କ ପାଖରେ ପାକିସ୍ତାନୀ ଅର୍ଥନୀତିଠୁ ୬ଗୁଣ ଅଧିକ ସୁନା!

ଭାରତରେ ସୁନା ରଖିବାର ପରମ୍ପରା ବହୁତ ପୁରୁଣା। ଭାରତୀୟ ମହିଳା ଅତ୍ୟନ୍ତ ସୁନା ପ୍ରିୟ। ଭାରତୀୟ ଲୋକମାନେ ବହୁତ ସୁନାରେ ମଧ୍ୟ ନିବେଶ କରନ୍ତି। ଗରିବରୁ ଧନୀ ସମସ୍ତଙ୍କ ପାଖରେ ସୁନା ରହିଥାଏ। ବିଶ୍ୱ ସ୍ୱର୍ଣ୍ଣ ପରିଷଦ ତଥ୍ୟ ଶୁଣି ଆପଣଙ୍କ ମୁଣ୍ଡ ବୁଲେଇବ ନିଶ୍ଚୟ, ଯାହା ଅନୁଯାୟୀ ଭାରତର ଘର ଏବଂ ମନ୍ଦିରରେ ପ୍ରାୟ ୨୫,୦୦୦ ଟନ୍ ସୁନା ସାମୂହିକ ଭାବରେ ରହିଛି, ଯାହାର ବର୍ତ୍ତମାନର ମୂଲ୍ୟ ପାକିସ୍ତାନର ଅର୍ଥନୀତିଠାରୁ ୬ ଗୁଣ ଅଧିକ। ଦେଶର … Continue reading Indian gold household wealth is 6 times bigger than pakistani economy।। ଭାରତୀୟ ଘରଣୀଙ୍କ ପାଖରେ ପାକିସ୍ତାନୀ ଅର୍ଥନୀତିଠୁ ୬ଗୁଣ ଅଧିକ ସୁନା!