ହାଇ ଆଲର୍ଟ ଜାରି , ଭାରତର ସମୁଦ୍ରରେ ପଶିଲା ଇରାନ ଟ୍ୟାଙ୍କର।। Indian Coast Guard

ଭାରତୀୟ ତଟରକ୍ଷା ବାହିନୀ (Indian Coast Guard) ତାର ସାମୁଦ୍ରିକ ଅଞ୍ଚଳରେ ହାଇ ଆଲର୍ଟ ଘୋଷଣା କରିଛି ଓ ତିନୋଟି ସନ୍ଦିଗ୍ଧ ଜାହାଜକୁ ଜବତ କରିଛି। ଗତ ଫେବ୍ରୁଆରୀ ୫ ତାରିଖରେ ଏହି ଅପରେସନ କାର୍ଯ୍ୟରତ ହୋଇଥିଲା। ଜବତ ହୋଇଥିବା ଜାହାଜଗୁଡ଼ିକୁ ଏକ ଟ୍ୟାଙ୍କର ବୋଲି ଚିହ୍ନଟ କରାଯାଇଛି ଯାହାର ଦାବୀ କରାଯାଉଛି ଇରାନ ସହିତ ସମ୍ପର୍କ ରହିଥିବା। ତଥାପି ଇରାନ ଏହି ସମ୍ପର୍କକୁ ଅସ୍ୱୀକାର କରିଛି। ରିପୋର୍ଟ ଅନୁଯାୟୀ, ଭାରତୀୟ ବାହିନୀ ଜବତ କରାଯାଇଥିବା ୩ଟି … Continue reading ହାଇ ଆଲର୍ଟ ଜାରି , ଭାରତର ସମୁଦ୍ରରେ ପଶିଲା ଇରାନ ଟ୍ୟାଙ୍କର।। Indian Coast Guard