‘ଲେବାନନ୍ ମିଶନ’ରେ ଝଲସିଲେ ଭାରତୀୟ ସେନାର ପରାକ୍ରମୀ ‘ମେଜର ଅଭିଳାଷା’ || Indian Army’s brave Major Abhilasha shines in ‘Lebanon Mission’

ପଶ୍ଚିମ ଏସୀୟ ରାଷ୍ଟ୍ର ଲେବାନନ୍‌ରେ ମିଳିତ ଜାତିସଂଘ ଶାନ୍ତିରକ୍ଷା ମିଶନ ଅଧୀନରେ କାର୍ଯ୍ୟ କରୁଥିବା ଭାରତୀୟ ଶାନ୍ତିରକ୍ଷୀ ମେଜର ଅଭିଳାଷ ବାରାକଙ୍କୁ ‘ସଂଯୁକ୍ତ ରାଷ୍ଟ୍ରର ସାମରିକ ଲିଙ୍ଗ ପ୍ରବକ୍ତା ପୁରସ୍କାର ୨୦୨୫’ ପାଇଁ ମନୋନୀତ କରାଯାଇଛି । ଲେବାନନ୍‌ରେ ତାଙ୍କର ନିୟୋଜନ ସମୟରେ ମହିଳା ଏବଂ ଝିଅମାନଙ୍କ ସହ ତାଙ୍କର ଯୋଗାଯୋଗ ପ୍ରୟାସ ପାଇଁ ବାରାକଙ୍କୁ ୨୦୨୫ ‘ସଂଯୁକ୍ତ ରାଷ୍ଟ୍ରର ସାମରିକ ଲିଙ୍ଗ ପ୍ରବକ୍ତା ପୁରସ୍କାର’ ପ୍ରଦାନ କରାଯିବ । ଶୁକ୍ରବାର ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ … Continue reading ‘ଲେବାନନ୍ ମିଶନ’ରେ ଝଲସିଲେ ଭାରତୀୟ ସେନାର ପରାକ୍ରମୀ ‘ମେଜର ଅଭିଳାଷା’ || Indian Army’s brave Major Abhilasha shines in ‘Lebanon Mission’