Indian Army’s ‘attack’ on America ।। ଭାରତୀୟ ସେନାର ଆମେରିକା ଉପରେ ‘ଆକ୍ରମଣ’!
ଭାରତୀୟ ସେନା ଏକ ଖବରକାଗଜ କ୍ଲିପିଂ ସେୟାର କରିଛି, ଯେଉଁଥିରେ ୧୯୭୧ ମସିହାରେ ତତ୍କାଳୀନ ପ୍ରତିରକ୍ଷା ଉତ୍ପାଦନ ମନ୍ତ୍ରୀ ଭିସି ଶୁକ୍ଳାଙ୍କ ବକ୍ତବ୍ୟ ଉଲ୍ଲେଖ ଅଛି । ସେ ରାଜ୍ୟସଭାରେ କହିଥିଲେ ଯେ ଆମେରିକା ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ଯୋଗାଇଛି । ଆସନ୍ତୁ ଆଲୋଚନା କରିବା ଦେଶଦୁନିଆ ଖବରରେ ଭାରତୀୟ ସେନାର ଆମେରିକା ଉପରେ ‘ଆକ୍ରମଣ’ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଶୁଳ୍କ ବୃଦ୍ଧି କରିବାକୁ ନିରନ୍ତର ଧମକ ଦେଉଛନ୍ତି। ଭାରତ ରୁଷଠାରୁ ତେଲ … Continue reading Indian Army’s ‘attack’ on America ।। ଭାରତୀୟ ସେନାର ଆମେରିକା ଉପରେ ‘ଆକ୍ରମଣ’!
Copy and paste this URL into your WordPress site to embed
Copy and paste this code into your site to embed