ସେସେଲ୍ସର ୫୦ତମ ଜାତୀୟ ଦିବସ ପରେଡ୍‌ରେ ଭାରତୀୟ ସେନା; ମୁଖ୍ୟ ଅତିଥି ଭାବେ ଯୋଗଦେବେ ପ୍ରଧାନମନ୍ତ୍ରୀ ମୋଦୀ || Indian Army to participate in Seychelles’ 50th National Day parade; PM Modi to be the chief guest

ଭାରତ ଓ ସେସେଲ୍ସ ମଧ୍ୟରେ ବଢ଼ୁଥିବା ରଣନୀତିକ ଏବଂ ପ୍ରତିରକ୍ଷା ସମ୍ପର୍କର ଏକ ସୁନ୍ଦର ଝଲକ ଆଜି ବିଦେଶ ମାଟିରେ ଦେଖିବାକୁ ମିଳିବ। ହିନ୍ଦୁ ମହାସାଗରର ଏହି ଗୁରୁତ୍ୱପୂର୍ଣ୍ଣ ଦ୍ୱୀପରାଷ୍ଟ୍ର ସେସେଲ୍ସର ସ୍ୱାଧୀନତାର ସୁବର୍ଣ୍ଣ ଜୟନ୍ତୀ ତଥା ୫୦ତମ ଜାତୀୟ ଦିବସ ସମାରୋହରେ ଭାରତୀୟ ସେନାର ଏକ ସ୍ୱତନ୍ତ୍ର ମାର୍ଚ୍ଚିଂ ଦଳ ଅଂଶଗ୍ରହଣ କରିବାକୁ ଯାଉଛି। ଏହି ଗୌରବମୟ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ମୁଖ୍ୟ ଅତିଥି’ ଭାବେ ଯୋଗ ଦେଇଛନ୍ତି। ଆସାମ ରେଜିମେଣ୍ଟର ଯବାନ ଦେଖାଇବେ … Continue reading ସେସେଲ୍ସର ୫୦ତମ ଜାତୀୟ ଦିବସ ପରେଡ୍‌ରେ ଭାରତୀୟ ସେନା; ମୁଖ୍ୟ ଅତିଥି ଭାବେ ଯୋଗଦେବେ ପ୍ରଧାନମନ୍ତ୍ରୀ ମୋଦୀ || Indian Army to participate in Seychelles’ 50th National Day parade; PM Modi to be the chief guest