ଆମେରିକୀୟ ଇଞ୍ଜିନ ଉପରୁ ହଟୁଛି ଭାରତୀୟ ବାୟୁସେନାର ଭରଷା;ୟୁରୋପ ଆଡ଼କୁ ଢଳୁଛି ନୂଆଦିଲ୍ଲୀ ! || Indian Air Force losing confidence in American engines; New Delhi turns towards Europe!

ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି ଏବଂ ଆଗାମୀ ପିଢ଼ିର ଯୁଦ୍ଧବିମାନ ପାଇଁ ଇଞ୍ଜିନ ପ୍ରସ୍ତୁତି କ୍ଷେତ୍ରରେ ଏକ ବଡ଼ ରଣନୈତିକ ପରିବର୍ତ୍ତନ ଦେଖିବାକୁ ମିଳୁଛି। ଦେଶର ପ୍ରତିରକ୍ଷା କ୍ଷେତ୍ରକୁ ସମ୍ପୂର୍ଣ୍ଣ ଆତ୍ମନିର୍ଭର କରିବା ଏବଂ କୌଣସି ଏକ ନିର୍ଦ୍ଦିଷ୍ଟ ଦେଶ ଉପରେ ଅତ୍ୟଧିକ ନିର୍ଭରଶୀଳତାକୁ କମାଇବା ପାଇଁ ଭାରତ ଏବେ ଆମେରିକା ବଦଳରେ ୟୁରୋପୀୟ କମ୍ପାନୀଗୁଡ଼ିକ ଆଡ଼କୁ ନିଜର ଆଭିମୁଖ୍ୟ ବଦଳାଉଛି। ବିଶେଷ କରି ଭାରତର ପଞ୍ଚମ ପିଢ଼ିର ଅତ୍ୟାଧୁନିକ ଷ୍ଟେଲ୍ଥ ଯୁଦ୍ଧବିମାନ ‘AMCA’ (Advanced Medium … Continue reading ଆମେରିକୀୟ ଇଞ୍ଜିନ ଉପରୁ ହଟୁଛି ଭାରତୀୟ ବାୟୁସେନାର ଭରଷା;ୟୁରୋପ ଆଡ଼କୁ ଢଳୁଛି ନୂଆଦିଲ୍ଲୀ ! || Indian Air Force losing confidence in American engines; New Delhi turns towards Europe!