ପାକିସ୍ତାନକୁ ବୁନ୍ଦା ବୁନ୍ଦା ପାଣି ପାଇଁ ଆକୁଳ କରିବ ଭାରତ…,ସିନ୍ଧୁ ଜଳ ଚୁକ୍ତିନାମା ଉପରେ ଜାରି ହେଲା ବିବୃତ୍ତି || India will torture Pakistan for every drop of water…, statement issued on Indus Water Treaty

ପୂର୍ବରୁ ପାଣି ପାଇବାକୁ ହଇରାଣ ହେଉଥିବା ପାକିସ୍ତାନ ପାଇଁ ଏବେ ବୁନ୍ଦାଏ ପାଣି କୁ ବି କାଠିକର ପାଠ କରିଛି ଭାରତ । ପାକିସ୍ତାନ ସୀମାପାର ଆତଙ୍କବାଦକୁ ସମର୍ଥନ ବନ୍ଦ ନ କରିବା ପର୍ଯ୍ୟନ୍ତ ସିନ୍ଧୁ ଜଳ ଚୁକ୍ତିନାମା ‘ସ୍ଥଗିତ’ ରହିବ ବୋଲି ପୁନର୍ବାର କହିଛି ଭାରତ । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ସାମ୍ବାଦିକ ସମ୍ମିଳନୀ ସମୟରେ ଚୁକ୍ତିନାମା ସମ୍ପର୍କରେ ଏହାର ସ୍ଥିତି ସ୍ପଷ୍ଟ କରିଛନ୍ତି । ପହଲଗାମ ଆକ୍ରମଣ ପରଠାରୁ ପାଣି ବନ୍ଦ Weekly … Continue reading ପାକିସ୍ତାନକୁ ବୁନ୍ଦା ବୁନ୍ଦା ପାଣି ପାଇଁ ଆକୁଳ କରିବ ଭାରତ…,ସିନ୍ଧୁ ଜଳ ଚୁକ୍ତିନାମା ଉପରେ ଜାରି ହେଲା ବିବୃତ୍ତି || India will torture Pakistan for every drop of water…, statement issued on Indus Water Treaty