ଡିପ୍‍ସିକ୍‍କୁ ଟକ୍କର ଦେବ ଭାରତର ନିଜସ୍ୱ ଏଆଇ ମଡେଲ

India will create AI model.ଭାରତ ନିଜର ଏଆଇ ମଡେଲ ଘୋଷଣା କରି ଆମେରିକାକୁ କଡ଼ା ଜବାବ ଦେବାକୁ ଯୋଜନା କରିଛି। ଓପନ୍ ଏଆଇର ସାମ୍ ଅଲ୍ଟମ୍ୟାନ୍ ଭାରତର ସାମର୍ଥ୍ୟ ଉପରେ ପ୍ରଶ୍ନ ଉଠାଇଥିଲେ, ଯାହାର ଉତ୍ତରରେ ଭାରତ ୧୦ ମାସ ମଧ୍ୟରେ ଏହାର ଏଆଇ ମଡେଲ୍ ବିକଶିତ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଭାରତ ବିଶ୍ୱାସ କରେ ଯେ ଏଆଇ ମଡେଲ ତିଆରି କରିବା ପାଇଁ ଏକ ବିଲିୟନ ଡଲାର ର ଆବଶ୍ୟକତା ନାହିଁ । … Continue reading ଡିପ୍‍ସିକ୍‍କୁ ଟକ୍କର ଦେବ ଭାରତର ନିଜସ୍ୱ ଏଆଇ ମଡେଲ