ଟି-୨୦ରେ ଇଂଲଣ୍ଡକୁ ପରାସ୍ତ କରି ବିଜୟୀ ହେଲା ଭାରତ

India vs England T20: ଇଂଲଣ୍ଡ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାରେ ଭାରତଠାରୁ ୧-୪ରେ ପରାସ୍ତ ହୋଇଛି। ଏହି ଟି-୨୦ ଶୃଙ୍ଖଳାରେ ଇଂଲଣ୍ଡର ବ୍ୟାଟିଂ ଭଲ ପ୍ରଦର୍ଶନ କରିନଥିଲା କି ସେମାନଙ୍କ ବୋଲିଂ ଭାରତୀୟ ଦଳକୁ ବିଶେଷ ଅସୁବିଧାରେ ପକାଇନଥିଲା। ଏହି ଶୃଙ୍ଖଳାରେ ଇଂଲଣ୍ଡର ଏକମାତ୍ର ବିଜୟ ରାଜକୋଟରେ ଆୟୋଜକ ଦଳ ବିପକ୍ଷରେ ହୋଇଥିଲା, ଯେଉଁଠାରେ ସ୍ପିନରମାନଙ୍କୁ ବିଶେଷ ସହାୟତା ମିଳିନଥିଲା। ଚମକିଲେ ଭାରତୀୟ ଖେଳାଳି ଟି-୨୦ ସିରିଜରେ ଇଂଲଣ୍ଡ ଅଧିନାୟକ ଜୋସ ବଟଲରଙ୍କ ଅଭିଜ୍ଞତା … Continue reading ଟି-୨୦ରେ ଇଂଲଣ୍ଡକୁ ପରାସ୍ତ କରି ବିଜୟୀ ହେଲା ଭାରତ