ଫ୍ଲଡ୍ ଲାଇଟ ବିଫଳ: ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆରେ ୩୫ ମିନିଟ୍ ଖେଳ ବନ୍ଦ
Ind-Eng Odi: ୩୦୫ ରନର ପିଛା କରୁଥିବା ଆୟୋଜକ ଦଳ ୬.୧ ଓଭରରେ ୪୮ ରନ୍ କରିଥିବାବେଳେ ବୈଷୟିକ ତ୍ରୁଟି ଯୋଗୁଁ ଖେଳାଳିମାନେ ପଡ଼ିଆ ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ରୋହିତ ଶର୍ମା ଓ ସାକିବ ମହମ୍ମଦ କଟକ ବାରବାଟୀ ଷ୍ଟାଡିୟମ ମଝିରେ ପଡ଼ିଆ ଅମ୍ପାୟାରଙ୍କ ସହ ଥିଲେ। ଇଂଲଣ୍ଡ ଦଳର ବାକି ଖେଳାଳିମାନେ ପଡ଼ିଆ ବାହାରକୁ ଯିବା ଆରମ୍ଭ କରିସାରିଥିଲେ। ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଦିନିକିଆରେ ରବିବାର ଭାରତର ୩୦୫ ରନ୍ର ବିଜୟ ଲକ୍ଷ୍ୟର ସପ୍ତମ ଓଭରରେ … Continue reading ଫ୍ଲଡ୍ ଲାଇଟ ବିଫଳ: ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆରେ ୩୫ ମିନିଟ୍ ଖେଳ ବନ୍ଦ
Copy and paste this URL into your WordPress site to embed
Copy and paste this code into your site to embed