ରାତି ଅଧାରେ ନୂଆ ନିୟମ ମୁଣ୍ଡ ନୁଆଁଇଲେ ଟ୍ରମ୍ପ ।। India US Relations

ଭାରତ–ଆମେରିକା ବାଣିଜ୍ୟିକ ସମ୍ପର୍କରେ ଏକ ବଡ଼ ପରିବର୍ତ୍ତନ ଦେଖାଦେଇଛି । ରୁଷିଆରୁ ଭାରତ ତେଲ କିଣିବା ଉପରେ ଆମେରିକା ପକ୍ଷରୁ ଲାଗୁ କରାଯାଇଥିବା ୨୫ ପ୍ରତିଶତ ପେନାଲଟି ଏବେ ସମ୍ପୂର୍ଣ୍ଣ ଭାବେ ହଟାଇ ଦିଆଯାଇଛି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମାରେ ସ୍ୱାକ୍ଷର କରିଥିବା ଖବର ସାମ୍ନାକୁ ଆସିଛି । ଏହି ନିଷ୍ପତ୍ତି ଫଳରେ ଗତ ଅଗଷ୍ଟ ମାସରୁ ଭାରତୀୟ ସାମଗ୍ରୀ ଉପରେ ଲାଗୁ ହୋଇଥିବା ୨୫ ପ୍ରତିଶତ ଅତିରିକ୍ତ ଟାରିଫକୁ … Continue reading ରାତି ଅଧାରେ ନୂଆ ନିୟମ ମୁଣ୍ଡ ନୁଆଁଇଲେ ଟ୍ରମ୍ପ ।। India US Relations