India turns its back on China; is it going to take a big decision? || ଚୀନ୍‌ଠାରୁ ମୁହଁ ଫେରାଇଲା ଭାରତ; ନେବାକୁ ଯାଉଛି କି ବଡ ନିଷ୍ପତି?

ଭାରତ ଚୀନ୍ ସହିତ ବ୍ୟବସାୟିକ ସମ୍ପର୍କ ପୁନଃସ୍ଥାପିତ କରିବାକୁ ଚେଷ୍ଟା କରୁଛି। ଅର୍ଥ ମନ୍ତ୍ରଣାଳୟ ପାଞ୍ଚ ବର୍ଷ ପୁରୁଣା ପ୍ରତିବନ୍ଧକ ଉଠାଇବାକୁ ଯୋଜନା କରୁଥିବା ଜଣାପଡ଼ିଛି ଯାହା ଚୀନ୍ କମ୍ପାନୀଗୁଡ଼ିକୁ ଭାରତ ସରକାରୀ ପ୍ରକଳ୍ପରେ ଅଂଶଗ୍ରହଣ କରିବାରୁ ବାରଣ କରିଥିଲା। ଏହି କଠୋର ନିୟମ 2020 ମସିହାରେ ହୋଇଥିବା ହିଂସାତ୍ମକ ସୀମା ସଂଘର୍ଷ ପରେ ଲାଗୁ କରାଯାଇଥିଲା, ଯେଉଁଥିରେ ଯେକୌଣସି ଚୀନ୍ କମ୍ପାନୀକୁ ଭାରତରେ ବିଡିଂ ପ୍ରକ୍ରିୟାରେ ଅଂଶଗ୍ରହଣ କରିବା ପୂର୍ବରୁ ସରକାରୀ କମିଟିଠାରୁ ରାଜନୈତିକ ଏବଂ … Continue reading India turns its back on China; is it going to take a big decision? || ଚୀନ୍‌ଠାରୁ ମୁହଁ ଫେରାଇଲା ଭାରତ; ନେବାକୁ ଯାଉଛି କି ବଡ ନିଷ୍ପତି?