India To Procure More Rampage Missiles From Israel ।। ଇସ୍ରାଏଲୀରୁ ଭାରତ ଆଣିବ ରାମ୍ପେଜ୍ ମିସାଇଲ… ବ୍ରହ୍ମୋସ ସହିତ, ଏହି ମିସାଇଲ ପାକିସ୍ତାନରେ ରଚିଥିଲା ତାଣ୍ଡବ

ଅପରେସନ ସିନ୍ଦୂରର ସଫଳତା ପରେ, ଭାରତୀୟ ସଶସ୍ତ୍ର ବାହିନୀକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ପ୍ରୟାସ ଜାରି ରହିଛି। ଏହି କାରଣରୁ ଭାରତୀୟ ବାୟୁସେନା ଇସ୍ରାଏଲରୁ ବହୁ ସଂଖ୍ୟକ ରାମ୍ପେଜ୍ ଏୟାର-ଟୁ-ଗ୍ରାଉଣ୍ଡ ମିସାଇଲ୍ କିଣିବାକୁ ପ୍ରସ୍ତୁତ ହେଉଛି। ପ୍ରତିରକ୍ଷା ସୂତ୍ର ଅନୁଯାୟୀ, ଏହି କ୍ଷେପଣାସ୍ତ୍ର ବାୟୁସେନାରେ ହାଇ ସ୍ପିଡ୍ ଲୋ ଡ୍ରାଗ୍-ମାର୍କ ୨ ଭାବରେ ଜଣାଶୁଣା। ଏହାକୁ ସୁଖୋଇ ଫାଇଟର ଜେଟ୍ (Su-30 MKI), ଜାଗୁଆର ଏବଂ MiG-29 ଭଳି ଲଢ଼ୁଆ ବିମାନରେ ସାମିଲ କରାଯାଇଛି। ସୂତ୍ର … Continue reading India To Procure More Rampage Missiles From Israel ।। ଇସ୍ରାଏଲୀରୁ ଭାରତ ଆଣିବ ରାମ୍ପେଜ୍ ମିସାଇଲ… ବ୍ରହ୍ମୋସ ସହିତ, ଏହି ମିସାଇଲ ପାକିସ୍ତାନରେ ରଚିଥିଲା ତାଣ୍ଡବ