India Test Fired Intermediate Range Ballistic Missile Agni Five Successfully ।। ଏବେ ରାତି ଅନିଦ୍ରା ହେବେ ତୁର୍କୀ-ଚୀନଠାରୁ ପାକିସ୍ତାନ! ୫୦୦୦ କିଲୋମିଟର ଲକ୍ଷ୍ୟଭେଦୀ ଅଗ୍ନି-୫ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କଲା ଭାରତ

ବୁଧବାର ଦିନ ଭାରତ ଏମିତି କିଛି କରିଛି ଯାହା ବିଷୟରେ ଭାବିଲେ ବି ପାକିସ୍ତାନକୁ ଛାନିଆ ଲାଗୁଛି । ଭାରତ ଶେଷରେ ସେହି କାମ କରିଛି ଯାହା ପାକିସ୍ତାନ ମନରେ ଅନେକ ଦିନ ଧରି ଭୟ ସୃଷ୍ଟି କରିଥିଲା। ଆଜି ଭାରତ ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଅଗ୍ନି-୫ର ସଫଳ ପରୀକ୍ଷଣ କରିଛି। ଏହି କ୍ଷେପଣାସ୍ତ୍ର ପରୀକ୍ଷଣ ଓଡ଼ିଶାର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ କରଯାଇଛି। ଏହି କ୍ଷେପଣାସ୍ତ୍ରରେ ୩-ଷ୍ଟେଜ୍ ପ୍ରଣଳନ ପ୍ରଣାଳୀ ଅଛି। ଏହାର ସବୁଠାରୁ ବଡ଼ … Continue reading India Test Fired Intermediate Range Ballistic Missile Agni Five Successfully ।। ଏବେ ରାତି ଅନିଦ୍ରା ହେବେ ତୁର୍କୀ-ଚୀନଠାରୁ ପାକିସ୍ତାନ! ୫୦୦୦ କିଲୋମିଟର ଲକ୍ଷ୍ୟଭେଦୀ ଅଗ୍ନି-୫ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କଲା ଭାରତ