ପାକିସ୍ତାନୀ ନାଗରିକଙ୍କ ପାଇଁ ଭିସା ଛାଡ଼ ବନ୍ଦ କଲା ଭାରତ: କ’ଣ ରହିଛି ଯୋଜନା?

Visa: ଦକ୍ଷିଣ ଏସୀୟ ଆଞ୍ଚଳିକ ସହଯୋଗ ସଂଗଠନ (ସାର୍କ) ଭିସା ଛାଡ଼ ଯୋଜନା ଅଧୀନରେ ପାକିସ୍ତାନୀ ନାଗରିକଙ୍କୁ ଆଉ ଭାରତ ଆସିବାକୁ ଅନୁମତି ଦିଆଯିବ ନାହିଁ ବୋଲି ବୁଧବାର ଦିନ ସୁରକ୍ଷା ସଂକ୍ରାନ୍ତ କ୍ୟାବିନେଟ୍ କମିଟି (ସିସିଏସ୍) ଘୋଷଣା କରିଛି। ଏହି ଯୋଜନା ଅଧୀନରେ ବର୍ତ୍ତମାନ ଭାରତରେ ଥିବା କୌଣସି ପାକିସ୍ତାନୀ ନାଗରିକ୪୮ ଘଣ୍ଟା ମଧ୍ୟରେ ଦେଶ ଛାଡିବାକୁ ନିର୍ଦ୍ଦେଶନାମାରେ କୁହାଯାଇଛି । ଏପ୍ରିଲ ୨୨ ତାରିଖରେ ହୋଇଥିବା ଭୟଙ୍କର ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ … Continue reading ପାକିସ୍ତାନୀ ନାଗରିକଙ୍କ ପାଇଁ ଭିସା ଛାଡ଼ ବନ୍ଦ କଲା ଭାରତ: କ’ଣ ରହିଛି ଯୋଜନା?