ଆଫ୍ରିକୀୟ ରାଷ୍ଟ୍ରର ସଙ୍କଟରେ ସାଙ୍ଗରେ ଛିଡ଼ା ହୋଇଛି ଭାରତ ; ୧୨କୋଟି ଲୋକଙ୍କ ଜୀବନ-ମରଣର ପ୍ରଶ୍ନ… || India stands with African nations in crisis; 12 crore people at stake…

ଦିଲ୍ଲୀଠାରୁ ପ୍ରାୟ ୭,୫୦୦ କିଲୋମିଟର ଦୂରରେ ଅବସ୍ଥିତ, କେନ୍ଦ୍ରୀୟ ଆଫ୍ରିକୀୟ ରାଷ୍ଟ୍ର ‘କଙ୍ଗୋ’ ପାଖରେ ବର୍ତ୍ତମାନ ଭାରତ ଏକ ସଙ୍କଟ ସମାଧାନକାରୀ ଭାବରେ ତାଙ୍କ ପାଖରେ ଠିଆ ହୋଇଛି । କଙ୍ଗୋ ଇବୋଲା ଭାଇରସର ପ୍ରକୋପକୁ ନିୟନ୍ତ୍ରଣ କରିବା ପାଇଁ ସଂଘର୍ଷ କରୁଥିବା ସମୟରେ, ଭାରତ ବିଳମ୍ବ ନକରି ଗୋଟେ ଭଲ ପଡ଼ୋଶୀ ହେବାର କର୍ତ୍ତବ୍ୟ କରିଛି । ନିୟନ୍ତ୍ରଣ ପ୍ରୟାସରେ ସହାୟତା ପାଇଁ ଆଫ୍ରିକା ରୋଗ ନିୟନ୍ତ୍ରଣ ଏବଂ ନିବାରଣ କେନ୍ଦ୍ର (ଆଫ୍ରିକା ସିଡିସି) କୁ … Continue reading ଆଫ୍ରିକୀୟ ରାଷ୍ଟ୍ରର ସଙ୍କଟରେ ସାଙ୍ଗରେ ଛିଡ଼ା ହୋଇଛି ଭାରତ ; ୧୨କୋଟି ଲୋକଙ୍କ ଜୀବନ-ମରଣର ପ୍ରଶ୍ନ… || India stands with African nations in crisis; 12 crore people at stake…