ସରକାରୀ ଅନୁମତି ଅପେକ୍ଷାରେ ରକେଟ୍‌ ଲଞ୍ଚପ୍ୟାଡ୍‌ରେ ଅଟକିଛି ଭାରତ; ୨ଟି ରଣନୈତିକ ଉପଗ୍ରହକୁ ନେଇ ବଢ଼ିଲା ଚିନ୍ତା || India stalls at rocket launchpad awaiting government clearance; concerns grow over 2 strategic satellites

ଦେଶର ସୁରକ୍ଷା ଓ ପ୍ରତିରକ୍ଷା ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦୁଇଟି ଭାରତୀୟ ସାଟେଲାଇଟ୍ ‘NVS-03’ ଏବଂ ‘GISAT-1A2’ ଶ୍ରୀହରିକୋଟାସ୍ଥିତ ସ୍ପେସପୋର୍ଟ (ଲଞ୍ଚପ୍ୟାଡ୍)ରେ ମାସ ମାସ ଧରି ଅଟକି ରହିଛି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା ପକ୍ଷରୁ ଏହି ଦୁଇଟି ଶକ୍ତିଶାଳୀ ଉପଗ୍ରହକୁ ମହାକାଶକୁ ପ୍ରେରଣ କରିବା ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲେ ସୁଦ୍ଧା, କେନ୍ଦ୍ର ସରକାରଙ୍କ ଆବଶ୍ୟକୀୟ ନୀତିଗତ ଅନୁମୋଦନ ଓ ସବୁଜ ସଙ୍କେତ ମିଳିନଥିବାରୁ ଏଗୁଡ଼ିକର ଉତ୍କ୍ଷେପଣ ହୋଇପାରୁନାହିଁ। କାହିଁକି ଏତେ ଗୁରୁତ୍ୱପୂର୍ଣ୍ଣ ଏହି ଦୁଇ … Continue reading ସରକାରୀ ଅନୁମତି ଅପେକ୍ଷାରେ ରକେଟ୍‌ ଲଞ୍ଚପ୍ୟାଡ୍‌ରେ ଅଟକିଛି ଭାରତ; ୨ଟି ରଣନୈତିକ ଉପଗ୍ରହକୁ ନେଇ ବଢ଼ିଲା ଚିନ୍ତା || India stalls at rocket launchpad awaiting government clearance; concerns grow over 2 strategic satellites