India slams Israel’s attack on Qatar ।। ଅସ୍ବାଭାବିକ : ଜାତିସଂଘରେ ଇସ୍ରାଏଲକୁ ଭାରତର ନିନ୍ଦା

ଇସ୍ରାଏଲ ସହିତ ଭାରତର ସମ୍ପର୍କ ଭଲ ଏ କଥା ସମସ୍ତେ ଜାଣନ୍ତି। ତେବେ ଜାତିସଂଘରେ ଇସ୍ରାଏଲକୁ ନିନ୍ଦା କରିଛି ଭାରତ। କାତାର ଉପରେ ଇସ୍ରାଏଲ ଆକ୍ରମଣ କରିଥିବାରୁ ଭାରତ ଏହାକୁ ନିନ୍ଦା କରିଛି। ଭାରତ କହିଛି ଯେ କାତାର ଉପରେ ଇସ୍ରାଏଲ ଯେଉଁ ଆକ୍ରମଣ କରିଛି ଏହା ତା’ର ସାର୍ବଭୌମତ୍ବର ଉଲ୍ଲଙ୍ଘନ କରିଛି। ଜାତିସଂଘସ୍ଥିତ ଭାରତର ପ୍ରତିନିଧି ଅରିନ୍ଦମ ବାଗଚୀ କହିଛନ୍ତି ଯେ ପ୍ରତ୍ୟେକ ଦ୍ବିପାକ୍ଷିକ ମତଭେଦକୁ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ଭାରତ ଗୁରୁତ୍ବ ଦିଏ। … Continue reading India slams Israel’s attack on Qatar ।। ଅସ୍ବାଭାବିକ : ଜାତିସଂଘରେ ଇସ୍ରାଏଲକୁ ଭାରତର ନିନ୍ଦା