india shot down 73 Pakistani planes ।। ୭୩ଟି ପାକିସ୍ତାନୀ ବିମାନକୁ ଖସାଇ ଦେଇଛି ଭାରତ

ସେ ଦିନର ରାତିକୁ କେବେ ଭୁଲି ବନି ପାକିସ୍ତାନ । କିଟିମିଟି ଅନ୍ଧାର ରାତିରେ ତାଣ୍ଡବ ରଚିଥିଲା ଭାରତ । ଆକାଶରୁ କୁଆପଥର ଖସିଲା ପରି ଭାରତ ଏହି ଯୁଦ୍ଧରେ ୭୩ଟି ପାକିସ୍ତାନୀ ବିମାନ ନଷ୍ଟ କରି ଖସାଇ ପକାଇଥିଲା । ଭାରତୀୟ ସଶସ୍ତ୍ର ବାହିନୀ ଅପରେସନ ସିନ୍ଦୁରରେ ପାକିସ୍ତାନକୁ ଏକ କଠୋର ଆଘାତ ଦେଇଥିଲା। ଭାରତୀୟ ସେନାର ଆକ୍ରମଣରେ ବିଧ୍ୱସ୍ତ ହୋଇ ପଡ଼ୋଶୀ ଦେଶ ଯୁଦ୍ଧବିରତି ପାଇଁ ଡାକରା ଦେଇଥିଲା। ଏହା ପ୍ରଥମ ଥର ନୁହେଁ … Continue reading india shot down 73 Pakistani planes ।। ୭୩ଟି ପାକିସ୍ତାନୀ ବିମାନକୁ ଖସାଇ ଦେଇଛି ଭାରତ