ପାକିସ୍ତାନର ଏଫ-୧୬ ବିମାନ ଓ ୨ଟି ଜେଏଫ-୧୭ ବିମାନକୁ ଖସାଇ ଦେଲା ଭାରତ
ପାକିସ୍ତାନ ଭାରତର ଏକାଧିକ ସ୍ଥାନରେ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ କରିଥିଲା, ଯାହାକୁ ଏୟାର ଡିଫେନ୍ସ ସିଷ୍ଟମ ତୁରନ୍ତ ଅଟକାଇଥିଲା। ପାକିସ୍ତାନର ଏଫ-୧୬ ବିମାନକୁ ଖସାଇ ଦେଲା ଭାରତ। ଜମ୍ମୁ ଓ ପଞ୍ଜାବର ଏକାଧିକ ସ୍ଥାନରେ ଇସଲାମାବାଦ ଆକ୍ରମଣ କରିବା ପରେ ଭାରତର ଏୟାର ଡିଫେନ୍ସ ସିଷ୍ଟମ ପାକିସ୍ତାନର ଏଫ୍ -୧୬ ଏବଂ ୨ଟି ଜେଏଫ -୧୭ ବିମାନକୁ ଖସାଇ ଦେଇଥିଲା। ସେପଟେ ଜମ୍ମୁ-କଶ୍ମୀରର ଉଧମପୁର ଓ ରାଜସ୍ଥାନର ଜୈସଲମେରରେ ମଧ୍ୟ ଡ୍ରୋନ ଆକ୍ରମଣକୁ ବିଫଳ କରାଯାଇଥିବା … Continue reading ପାକିସ୍ତାନର ଏଫ-୧୬ ବିମାନ ଓ ୨ଟି ଜେଏଫ-୧୭ ବିମାନକୁ ଖସାଇ ଦେଲା ଭାରତ
Copy and paste this URL into your WordPress site to embed
Copy and paste this code into your site to embed