ଉପବାଚସ୍ପତି ପଦବୀ ୭ବର୍ଷ ହେଲା ଖାଲି ।। India Parliament

ଭାରତୀୟ ସଂସଦ ଦେଶର ଗଣତନ୍ତ୍ରର ସର୍ବୋଚ୍ଚ ପ୍ରତୀକ । ଏଠି ଆଇନ ରଚନା ହୁଏ, ଜନମତର ପ୍ରତିଧ୍ୱନି ଶୁଣାଯାଏ, ଶାସନକୁ ମତଦାତାମାନଙ୍କ ନିକଟରେ ଉତ୍ତରଦାୟୀ କରାଯାଏ । କିନ୍ତୁ ଏହି ସଂସ୍ଥାର ମୂଳ ଗଠନର ଏକ ଅବିଭାଜ୍ୟ ଅଂଶ- ଲୋକସଭାର ଉପବାଚସ୍ପତି ପଦବୀ; ଯାହାକି ଦୀର୍ଘ ସମୟ ଧରି ଖାଲି ରହିଥିବା ପ୍ରସଙ୍ଗ ଏବେ ଗୁରୁତର ରାଜନୈତିକ ଓ ସାମ୍ବିଧାନିକ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଯାଇଛି । ସମାଲୋଚକମାନଙ୍କ ଦାବି ଅନୁସାରେ, ପ୍ରାୟ ସାତବର୍ଷ ଧରି ଏହି ପଦବୀ … Continue reading ଉପବାଚସ୍ପତି ପଦବୀ ୭ବର୍ଷ ହେଲା ଖାଲି ।। India Parliament