ରାତିସାରା ଗୁଳିଗୋଳା ବିସ୍ଫୋରଣ, ପାକିସ୍ତାନ ଧ୍ୱସ୍ତ

ଭାରତ ଓ ପାକିସ୍ତାନ ମଧ୍ୟରେ ଡ୍ରୋନ ଓ କ୍ଷେପଣାସ୍ତ୍ର ମାଡ଼କୁ ନେଇ ଉତ୍ତେଜନା ବୃଦ୍ଧି ପାଇଛି। ପାକିସ୍ତାନର ୫ ପ୍ରମୁଖ ସହର ଏବଂ କରାଚି ବନ୍ଦର ସମେତ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଆତଙ୍କୀଙ୍କ ଠିକଣା ଖୋଜି ପ୍ରହାର କରିଛି ଭାରତ। ଏପ୍ରିଲ ୨୨ ପାହାଲଗାମ ନରସଂହାରର ଜବାବରେ ଏହି ଆକ୍ରମଣ କରାଯାଇଛି। ଅପରେସନ ସିନ୍ଦୂରର ଏହା ଏକ ଅଂଶ ଭାବେ ଗ୍ରହଣ କରାଯାଇଛି।  ଅପରପକ୍ଷେ ପାକିସ୍ତାନ ଭାରତର ଆକ୍ରମଣକୁ ‘ଯୁଦ୍ଧର କାର୍ଯ୍ୟ’ ବୋଲି ଅଭିହିତ କରି ଜମ୍ମୁ, ପଠାନକୋଟ, … Continue reading ରାତିସାରା ଗୁଳିଗୋଳା ବିସ୍ଫୋରଣ, ପାକିସ୍ତାନ ଧ୍ୱସ୍ତ